
Nirantara Manasa
PRO & Creator Features
Unlock Studio tools with Pro or Creator: remix and covers, photo covers, unlimited variations, edit sections and stem separation. Creator adds voice clone and lossless FLAC.
Audio2Audio Remix
Pro & Creator
Voice Clone
Creator
Create Variations
Creator only
Edit Sections
Creator only
Stem Separation
Creator only
Lyrics
▶ Play this song to follow along.
ଜୟ ଜୟ ଜ୍ୟୋତି ରପରେ ବିଖ୍ୟାତ ଶୁନ୍ୟେ ଯା ଉଡୁଛି ବାନା ।
କୃପାକଟାକ୍ଷ ତ ଅରୂପେ ବିଦିତ ଭଗତ ଦୁଃଖ ଖଣ୍ଡନା । एक।
ଜଗତ ଆ ବୋରି ପୂରିଅଛ ହରି ନାମ ବ୍ରହ୍ମ ମୟ ତେଜ ।
ଅଜ୍ଞାନୀକି ମେରୁ ସୁଜ୍ଞାନୀକି ସରୁ ନୁହଇ ଉଶ୍ନାସ ବୋଝ ।दो।
ଅଭୟ ପୟରୁ ପ୍ରଭୂ ଶ୍ରୀଛାମୁରୁ କିଛି କୃପା ହେଉ ନାହିଁ ।
ନିମିଷମାତ୍ରକ ଯୁଗେ ଲେଖୁଅଛି ଦିବସ ଗଣୁଛି ମୁହିଁ ।तीन
ଆହା ତୁ କରତା ବୋଲି ମନେ ଚିନ୍ତା ଲଲାଟରେ ହସ୍ତମାରି ।
ଉଦ୍ଧର ବା ନ ଉଦ୍ଧର ମହାପ୍ରଭ୍ଭୂ ସନ୍ତାପେ ଗଲିଣି ସରି ।चार।
ମେଲିଛ ପସରା ନିବୈଦରେ ପରା ଅରୂପେ କରିବ ପାରି ।
ଘେନ ମୋ ବିନତି ବୁଝ ତୁ ବ୍ୟକତି ଯେବେ ଭକ୍ତ ହିତକାରୀ ।पांच।
ଅବନା ମଣ୍ଡଳୁ ଜ୍ଞାନ ଅଖଣ୍ଡଳୁ ଆଣି ଉଡାଇଛ ବାନା ।
ଅନ୍ତର୍ଯ୍ୟାମୀ ହେଲେ ଅବଶ୍ୟ ଜାଣିବ ଭୂତ୍ୟର ମନ କଳ୍ପନା ।छह।
ଜାଣ କେତେ ଛନ୍ଦ ଅରୂପ ଗୋବିନ୍ଦ ଏ ସବ ତୁମ୍ଭରି ଖଣ୍ଡ ।
ନଟକୂଟ କରି ମାରୁଅଛ ଧରି ବିହୁଅଛ କେତେ ଦଣ୍ଡ ।|सात।
ସନ୍ତାପରେ କେତେ ଦହୁଅଛ ମୋତେ ଯେତେ ଦେଉଛ କଷଣ ।
ଭଗତ ରକ୍ଷଣ ବାନା ବହିଅଛ ଧନ୍ୟ ତୁମ୍ଭ ପ୍ରଭୂ ପଣ ।आठ।
ମୁଁ ଯେ ଶ୍ରୀଛାମୁରେ ସତ୍ୟ ନିଷ୍କାମରେ ନାମ ଅପରାଧ୍ ଚୋର ।
ଅଛି ଯେବେ ଦୋଷ ମନେ ବହି ରୋଷ ଖଡ଼ଗେ ଛେଦ ମୋ ଶିର । नौ।
ଏତେକାଳେ ମୋତେ ବି ଅଣ ଆୟତ୍ତେ ଆସି ପଡ଼ିଲା ବିପତ୍ତି ।
ହଦର ବେଦନା କର ତୁ ଖଣ୍ଡନା ଅଲେଖ ଅବଣ୍ଠ ଜ୍ୟୋତି ।दस।
କିବା ରାଜପୁତ୍ବ କିବା ସାଧୁସନ୍ଥ ସର୍ବେହେଲେଣି ଦୁର୍ଜନା ।
ଏ ତିନି ବ୍ରହ୍ମାଣ୍ଡ ସାଧୁବୁ ତୁ ପରା କିସ ଦେଖୁଛ ଭାବନା ।ग्यारह।
ଦେବାଦେବୀଗଣ ମରିକା ପାଷ