Back to home
Raga Dawn Meditation
Instrumental

Raga Dawn Meditation

Manual ManualManual Manual
0 likes1 plays2:54
Style: indian classical, sitar, tabla, tanpura, raaga, meditative, traditional
Learn to sing thisKaraoke with live pitch — get a score on every lineSing →

PRO & Creator Features

Unlock advanced AI features with Pro (Audio2Audio, Voice Clone, Photo Covers, LoRA) or Creator (Variations, Edit Sections, Stem Separation).

Audio2Audio Remix

Pro & Creator

Voice Clone

Pro & Creator

Create Variations

Creator only

Edit Sections

Creator only

Stem Separation

Creator only

Lyrics

▶ Play this song to follow along.

ଗୀତ: ପୁଣି ଆସିବେ ମୋ ଯୀଶୁ ରାଜା

[Intro]

ଶୁଣ ଶୁଣ ହେ ଜଗତବାସୀ,

ଆସିବେ ପ୍ରଭୁ ଯୀଶୁ ମସୀହ।

ଆକାଶ ମଧ୍ୟେ ମହିମା ନେଇ,

ଆସିବେ ପ୍ରଭୁ ଆମ ପାଇଁ।

[Verse 1]

ଯେବେ ଅନ୍ଧାର ଘୋଡ଼ାଇବ ଧରା,

ଯେବେ ମଣିଷ ଭୁଲିବ ବାଟ,

ସ୍ୱର୍ଗରୁ ଶୁଭିବ ମଧୁର ସ୍ୱର,

ଯୀଶୁ ଆସିବେ ଖୋଲି ସ୍ୱର୍ଗଦ୍ୱାର।

ନିଜ ଲୋକଙ୍କୁ ନେବା ପାଇଁ,

ପ୍ରଭୁ ଆସିବେ ପୁଣି ଧରାକୁ ଧାଇଁ।

ଯେଉଁମାନେ ତାଙ୍କ ବାକ୍ୟ ମାନିବେ,

ପ୍ରଭୁଙ୍କ ସଙ୍ଗେ ସଦା ରହିବେ।

[Chorus]

ପୁଣି ଆସିବେ, ମୋ ଯୀଶୁ ଆସିବେ,

ମେଘମାଳା ଘେରି ରାଜା ଆସିବେ।

ପୁଣି ଆସିବେ, ମୋ ପ୍ରଭୁ ଆସିବେ,

ନିଜ ଲୋକଙ୍କୁ ସାଥିରେ ନେବେ।

ହେ ଜଗତବାସୀ, ହୃଦୟ ସଜାଅ,

ଯୀଶୁଙ୍କ ଆଗମନ ପାଇଁ ପ୍ରସ୍ତୁତ ହୁଅ।

ପୁଣି ଆସିବେ, ମୋ ଯୀଶୁ ଆସିବେ,

ସ୍ୱର୍ଗର ରାଜା ମହିମାରେ ଆସିବେ।

[Verse 2]

କେହି କହିବ ଆହୁରି ଡେରି ଅଛି,

କେହି କହିବ ଏହା କି ସତ ଅଛି?

ହେଲେ ପ୍ରଭୁଙ୍କ ବାକ୍ୟ ମିଛ ହେବନି,

ତାଙ୍କର ପ୍ରତିଜ୍ଞା ବୃଥା ଯିବନି।

ଧନ ସମ୍ପତ୍ତି କିଛି ରହିବନି,

ଦୁନିଆର ଗର୍ବ ସାଥେ ଯିବନି।

ଯୀଶୁଙ୍କ ପ୍ରେମରେ ଯିଏ ରହିବ,

ଅନନ୍ତ ଜୀବନ ସିଏ ପାଇବ।

[Chorus]

ପୁଣି ଆସିବେ, ମୋ ଯୀଶୁ ଆସିବେ,

ମେଘମାଳା ଘେରି ରାଜା ଆସିବେ।

ପୁଣି ଆସିବେ, ମୋ ପ୍ରଭୁ ଆସିବେ,

ନିଜ ଲୋକଙ୍କୁ ସାଥିରେ ନେବେ।

[Verse 3]

ମାଆର ପ୍ରାର୍ଥନା, ବାପାର ବିଶ୍ୱାସ,

ଯୀଶୁଙ୍କଠାରେ ମିଳେ ଶାନ୍ତିର ଆଭାସ।

ଆମ ଲୁହକୁ ପୋଛି ଦେବେ,

ସବୁ ଦୁଃଖକୁ ଦୂର କରିବେ।

ସେଠି ନଥିବ ଦୁଃଖ କି ଯନ୍ତ୍ରଣା,

ନଥିବ ଆଖିରେ ଲୁହର ବେଦନା।

ଆସ ଭାଇ ଭଉଣୀ ଏକାଠି ହେବା,

ଯୀଶୁଙ୍କ ନାମକୁ ସ

Comments(0)

Sign in to join the conversation.

No comments yet. Be the first to comment!