Back to home
DJ Baja Jatra
Folk

DJ Baja Jatra

B
Bibhu jena
0 likes1 plays2:32
Style: Odia DJ procession, energetic male vocal, heavy dhol, nagara, powerful bass, electronic DJ beat, catchy chorus, high energy, dance rhythm, big DJ drop, festive celebration

PRO & Creator Features

Unlock advanced AI features with Pro (Audio2Audio, Voice Clone, Photo Covers, LoRA) or Creator (Variations, Edit Sections, Stem Separation).

Audio2Audio Remix

Pro & Creator

Voice Clone

Pro & Creator

Create Variations

Creator only

Edit Sections

Creator only

Stem Separation

Creator only

Lyrics

▶ Play this song to follow along.

ଆରେ ଆରେ ନାଚୁଚି ରୁଦ୍ରଂଶ ଶ୍ୟାମ ବାବୁ ହାତ ଧରିକି ନାଚୁଚି

ଶ୍ୟାମ ସୁନ୍ଦର ବାବୁ ନାଚୁଛନ୍ତି ବୁବୁ ଜେଜେ ନାଚୁଛନ୍ତି

ରୁଦ୍ରଂଶ କହେ ଜେଜେ ନାଚିବା ଧୂଆଁ କରିବା

କରଜଙ୍ଗା ରେ ରୋଳା କରିବା ଆସ ଵୁବୁ ଜେଜେ ସାଥେ ନାଚିବା

ପରିଡା ଘର ମେଢ଼ ଆସିବ କୁନା ଭାଇ ତ ବୋବାଲ୍ କରିବ

ବୁବୁ ଜେଜେ ଧୂଆଁ କରିବେ ରୁଦ୍ରଂଶ ସାଥେ ନାଚିବେ

Dj ବାଜିଲା ଶ୍ୟାମ ବାବୁ ରୁଦ୍ରଂଶ ନାଚିଲେ ରେ

ପରିଡା ସାହି ମେଢ଼ ବୋବଲ୍ କରିଲା ରେ

କରଜଙ୍ଗା ରେ ଧୂଳି ଉଡ଼ିଲା ରେ

ଜେଜେ ନାତି ବୋବାଲ୍ କରିବୁ ଏକା ସାଥେ ଏଇଠି ନଚିବୁ

ଦାଦି ପୁତୁରା ରୋଳା କରିବୁ ଆମେ ଏଇଠି ନାଚିବୁ

କୁନା ଦାଦା ଧୂଆଁ କରିବା ଆମେ ଏଇଠି ନାଚିବା

ଆସୁଚି ଆସୁଚି ପରିଡା ସାହି ମେଢ଼ ଆସୁଛି

ଆଗରେ ପଛରେ ପରିଡା ସାହି ଟୋକା ନଚୁଚି

ଖାଲି ଗାମୁଛା ଉଡୁଛି ଆସୁଛି ଶ୍ୟାମ ବାବୁ ଘର ମେଢ଼

ରୁଦ୍ରଂଶ କହେ ଆମକୁ ବାଟ ଛାଡ

ଶ୍ୟାମ ବାବୁ ଘର ମେଢ଼ ଆସୁଛି dj ବଜେଇ ରେ

ନାଚ ଗୀତ ରେ ଭସାଣୀ ଆଜି ଜମି ଜିବରେ

Comments(0)

Sign in to join the conversation.

No comments yet. Be the first to comment!