Back to home
Nagara Storm
Electronic

Nagara Storm

B
Bibhu jena
0 likes1 plays2:56
Style: Odia festival procession DJ song, powerful energetic male vocal, very catchy chorus, heavy dhol and nagara, strong bass, punchy kick, modern electronic DJ beat, high energy dance rhythm, big drops, crowd celebration atmosphere, traditional Odia festive sound, clean loud mix, exciting intro and powerful ending

PRO & Creator Features

Unlock advanced AI features with Pro (Audio2Audio, Voice Clone, Photo Covers, LoRA) or Creator (Variations, Edit Sections, Stem Separation).

Audio2Audio Remix

Pro & Creator

Voice Clone

Pro & Creator

Create Variations

Creator only

Edit Sections

Creator only

Stem Separation

Creator only

Lyrics

▶ Play this song to follow along.

ପରିଡ଼ା ଘର ମେଢ଼ ଆସୁଛି dj ବଜେଇ ରେ

ନାଚ ଗୀତ ରେ ଭସାଣୀ ଆଜି ଜମି ଜିବରେ

ହେଇ ରେ ଅଇଲା ଦେଖ ପରିଡ଼ା ସାହି ମେଢ଼

ପରିଡ଼ା ସାହି ଟୋକା କହୁଛନ୍ତି ବାଟ ଛାଡ଼

ଆସୁଛି ଆସୁଛି ପରିଡ଼ା ସାହି ମେଢ଼ ଆସୁଛି

ଆଗରେ ପଛରେ ପରିଡ଼ା ଘର ଟୋକା ନାଚୁଛନ୍ତି

ଖାଲି ଗାମୁଛା ଉଡୁଛି ଆସୁଛି ପରିଡ଼ା ଘର ମେଢ଼ ଆସୁଛି

ଆଜି ଜମି ଗଲା ରାତି ପାହି ଗଲା ନିଶା ଚଢି ଗଲା ରେ

ପରିଡ଼ା ସାହି ମେଢ଼ ଟା ଦେଖ ମାଡ଼ି ଆସିଲା ରେ

ପରିଡ଼ା ସାହି ଟୋକା କଲେଣି ରୋଳା ରେ

Comments(0)

Sign in to join the conversation.

No comments yet. Be the first to comment!