Back to home
Debendra kumar DasLearn to sing thisKaraoke with live pitch — get a score on every lineSing →

Emotional
Eternal Reverie
0 likes1 plays3:16
Style: classical, orchestral, strings, piano, 60 bpm, elegant, emotive, timeless, Orchestral
PRO & Creator Features
Unlock advanced AI features with Pro (Audio2Audio, Voice Clone, Photo Covers, LoRA) or Creator (Variations, Edit Sections, Stem Separation).
Audio2Audio Remix
Pro & Creator
Voice Clone
Pro & Creator
Create Variations
Creator only
Edit Sections
Creator only
Stem Separation
Creator only
ହେ ଗୋବିନ୍ଦ ମାଧବ ମଧୁସୂଦନ ...
ଶ୍ରୀ କୃଷ୍ଣ ମୁରାରୀ ପୁରୁଷୋତ୍ତମ..
ସାକାରର ପୂଣ୍ୟ ବ୍ରହ୍ମ ତୁମେ..
ଆକାରରେ ନିରାକାର ,
ଜୀବନ ମଂଚର ଖଣ୍ଡାଧାର ତୁମେ...
ବ୍ରହ୍ମାଣ୍ଡ ର କଳାକାର...ପ୍ରଭୁ ବ୍ରହ୍ମାଣ୍ଡ ର କଲା କାର..
କି ଅଦ୍ଭୁତ ତୁମ କାରିଗରି ପ୍ରଭୁ...
କି ଅପୂର୍ବ ତୁମ ଲୀଳା....
ମନୁଷ୍ୟ ଭାବରେ ଜନ୍ମ ଦେଇ ମୋତେ
ଧନ୍ୟ କଲ ଚକା ଡୋଳା..
ସଂସାର କୁ ଆସି ମାୟା ରେ ମୁଁ ଭାସି ତୋତେ କି ପାରିବି ଭୁଲି..
ଜୀବନ ଗୀତର ଗୁଞ୍ଜନ ତୁମେ
ଓଁ କାର ର ତୁମେ ପ୍ରତିଧ୍ୱନି,
ପ୍ରତି ଅଙ୍ଗ ର ଶିହରଣ ତୁମେ
ମୁଁ ନିରୀହ ଭକତ ପ୍ରାଣୀ ।
ତୁମ ପାଦେ ଆଶ୍ରା ଦିଅ ମହା ବାହୁ ତୁମେ ତ ଶ୍ରୀକ୍ଷେତ୍ର ମଣି..
ବିଶ୍ୱାସ କରିଛି ଜୀବନ ସାଥି ମୁଁ
ସତ୍ୟ କୁ କରିଛି ବନ୍ଧୁ।
ଏ ଭବ ସାଗରେ ମାୟା ର ସଂସାରେ କିଛି ସାଥେ ନେବି ନାହିଁ.. ସବୁ ରହିଯିବ ଏକା ଚାଲିଯିବି, କର୍ମ ଯିବ ସାଥି ହୋଇ..ମୋ ଶୂନ୍ୟ ହାତେ ପୁଣ୍ୟ ଢାଳି ଦିଅ କୃପା କର ଦିନ ବନ୍ଧୁ...ମଙ୍ଗଳ ମୟ ହେ ଜଗତ ଠାକୁର ତୁମେ ପରା କୃପା ସିନ୍ଧୁ... ପ୍ରଭୁ ତୁମେ